The Ultimate Managed Hosting Platform
ADVERTISEMENT

କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

Facebook
Twitter
LinkedIn

ଚମ୍ପୁଆ : ଚମ୍ପୁଆ ବ୍ଲକ ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଠାବ । କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ଝୁଲନ୍ତା ମୃତଦେହ ଠାବ । ବୈତରଣୀ ନଦୀକୂଳ ନିକଟ ଗକ୍ତରେ ଝୁଲନ୍ତା ଅବସ୍ଥାରେ ଠାବ । ଗତକାଲି ରାତିରୁ ଘରୁ ଆସି ଆଉ ଫେରି ନ ଥିଲେ । ମୃତୁ୍ୟର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login