The Ultimate Managed Hosting Platform
ADVERTISEMENT

କଣ୍ଠଶିଳ୍ପୀଙ୍କ ନାଁରେ ସଂଗୀନ ଅଭିଯୋଗ

Facebook
Twitter
LinkedIn

ଭୁବନେଶ୍ୱର : ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୈାରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା । ଜଗତପୁର ଥାନାରୁ ଯାଇ ମହିଳା ଥାନାରେ ଏତଲା କଲେ ଯୁବତୀ । ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ ଅଭିଯୋଗ । ମାନସିକ ଓ ଶାରିରୀକ ନିର୍ଯାତନା ଅଭିଯୋଗ କଲେ ସମ୍ପୃକ୍ତ ଯୁବତୀ । ମିଛ ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ୟାତନା ଓ ଶୋଷଣ କରିବା ନେଇ ଅଭିଯୋଗ କରିଛନ୍ତି କଣ୍ଠଶିଳ୍ପୀ। ତାଙ୍କ କହିବା ଅନୁଯାୟୀ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି।ଜଗତପୁର ଥାନାକୁ ଯାଇଥିଲେ , ସେଠାରୁ ମହିଳା ଥାନା ପଟାଇଲା ପୋଲିସ । ତେବେ ଅଭିଯୋଗକୁ ନେଇ ସୈାରିନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login