କଟକ : ଦୁର୍ଗାପୂଜା ପୂର୍ବରୁ ଓଡିଶା ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । କଟକର୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇ ଁଅନୁମତି । ରାଣୀହାଟ, ଚାନ୍ଦିନୀଚୈାକ, ବାଦାମବାଡି ପାଇଁ ଅନୁମତି । ଖାନନଗର , ମାଲଗୋଦାମ, ଶିଖରପୁର ପାଇଁ ଅନୁମତି । ଦୁଇ ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ ହାଇକୋର୍ଟ । ଦୁଇ ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ ହାଇକୋର୍ଟ ।
Views: 90