କଟକ : ୨୫୬ ଗ୍ରାମ ବ୍ରାଉନସୁଗାର ଜବତ ସହ ବେପାରୀ ଗିରଫ । ଚାଉଳିଆଗଞ୍ଜ ଅଞ୍ଚଳରୁ ବ୍ରାଉନସୁଗାର ଜବତ ସହ ୨ ବେପାରୀ ଗିରଫ । ସ୍କର୍ପିଓ ସହ ନଗଦ ୨ ଲକ୍ଷ ଟଙ୍କା ମଧ୍ୟ ଜବତ କଲା ପୋଲିସ । ଜବଦ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା । ଗିରଫ ୨ ଅଭିଯୁକ୍ତ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ସୂଚନା ।
Views: 101











