The Ultimate Managed Hosting Platform
ADVERTISEMENT

କଟକବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଉଦଘାଟନ କଲେ ବକ୍ସ ଡ୍ରେନ

Facebook
Twitter
LinkedIn

କଟକ : କଟକକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ବକ୍ସିବଜାର ଉଦ୍ଧ୍ୱୁର୍ ଲାଇବ୍ରେରୀଠାରୁ ବଜ୍ର କବାଟି ଚାରି ଛକ ପର୍ୟ୍ୟନ୍ତ ବକ୍ସ ଡ୍ରେନର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି । ୪୫୦ କୋଟି ଟଙ୍କାରେ ନିର୍ମିତ ବକ୍ସ ଡ୍ରେନର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଏହି ଡ୍ରେନ ମୁକୁଳା ପଡିଥିବାରୁ ରାସ୍ତା ଓସାର ହୋଇପାରୁନଥିଲା । ୨୦୧୨ରେ ଏହି ଡ୍ରେନର ନିର୍ମାଣ ନେଇ ନବୀନ ଘୋଷଣା କରିଥିଲେ । ୧୦ ବର୍ଷ ପରେ କାର୍ୟ୍ୟ ଶେଷ ହେଇଛି । ଏହି ଅବସରରେ କଟକ ୨୭ ଶହ ୩୩ ଜଣ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login