The Ultimate Managed Hosting Platform
ADVERTISEMENT

କଂଗ୍ରେସ ସହ ବିଜେଡି ମିଶି ସରକାର କରିବା ଅବାସ୍ତବ, ବଦ୍ରିଙ୍କ ବୟାନ

Facebook
Twitter
LinkedIn

ଭୁବନେଶ୍ୱର : ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ । ବିଜେଡି ସରକାରକୁ ଫେରିବା ନେଇ ବୟାନବାଜି ରଖୁଥିବା ନେତାଙ୍କୁ ବଦ୍ରି ପାତ୍ରଙ୍କ ଜବାବ। ବଦ୍ରି ପାତ୍ର କହିଛନ୍ତି, ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା। ଯେଉଁ ବିଜେଡି ନେତା ଏକଥା କହୁଛନ୍ତି ତାର ଯଥାର୍ଥତା ନାହିଁ। ସଂଖ୍ୟା ଗରିଷ୍ଠତା ପାଇ ବିଜେପି ସରକାର କରିଛି । ତାପରେ ବିଜେଡି-କଂଗ୍ରେସ ସହିତ ମିଶି ସରକାର କରିବ କହିବା ଅବାସ୍ତବ କଥା। ଏଭଳି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ସେ ଜାଣନ୍ତି ନାହିଁ । ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ସେକଥା ଜାଣିନାହାନ୍ତି ବୋଲି କହିଛନ୍ତି ବଦ୍ରିପାତ୍ର । କଂଗ୍ରେସ ସହିତ କେବେ ବିଜେଡି ନଥିଲା। ଯେଉଁମାନେ କହୁଛନ୍ତି ସେମାନଙ୍କର ମତି ବିଭ୍ରାଟ ହୋଇଛି। ଏହା ଫଳରେ ସେମାନେ ଅଧିକ ନିନ୍ଦିତ ହେଉଛନ୍ତି ବୋଲି କହିଛନ୍ତି ବଦ୍ରି ପାତ୍ର।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ

ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...

Login