The Ultimate Managed Hosting Platform
ADVERTISEMENT

କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

Facebook
Twitter
LinkedIn

କଟକ : ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲ ଙ୍କ ପରଲୋକ । କଟକ ତେଲେଙ୍ଗା ବଜାର ସ୍ଥିତ ବାସଭବନରେ ତାଙ୍କର ପରଲୋକ । କିଛି ଦିନ ହେବ ଯକୃତ ଜନିତ ରୋଗରେ ସେ ଆକ୍ରାନ୍ତ ଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଅଶୋକଙ୍କ ବିୟୋଗରେ ରାଜନୈତକ ଏବ ଅନୁଗତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଝାରସୁଗୁଡାରେ ଦୀପାଳିଙ୍କ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି
ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login