The Ultimate Managed Hosting Platform
ADVERTISEMENT

କଂଗ୍ରେସର ୬୦ ଟିକେଟ ଫାଇନାଲ-ତାରା

Facebook
Twitter
LinkedIn

ଭୁବନେଶ୍ୱର : କଂଗ୍ରେସ ପ୍ରାୟ ୬୦ ଟିକେଟ ଫାଇନାଲ କରିସାରିଛି କହିଲେ ତାରା । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । କିଏ ଟିକେଟ ପାଇବ , ନ ପାଇବ ଆମେ ମାନସିକ ସ୍ତରରେ ପ୍ରସ୍ତୁତ । ଜିତିବା ସମ୍ଭାବନା ଥିବା ଲୋକଙ୍କୁ ହିଁ ଟିକେଟ ଦିଆଯିବ । ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କୁ ଚୟନ କରାଯାଇ ସାରିଛି । ନିଜର ଏକତା ପ୍ରମାଣିତ ପାଇଁ ବସରେ ଏକାଠି ହୋଇ ବୁଲିବୁ । ସାଂସଦ ଓ ମୋ ଭିତରେ ପଡୁ ନ ଥିଲା , ଏବେ ସବୁ ଛାଡି ସରକାର ଗଢିବୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login