The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କଂଗ୍ରେସର ୨୦୨୪ ପ୍ରସ୍ତୁତି

Facebook
Twitter
LinkedIn

ଭୁବନେଶ୍ୱର : ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଏ ନେଇ ପ୍ରସ୍ତୁତ ହେଲାଣି ବିରୋଧି ଦଳ କଂଗ୍ରେସ । ବିଜେପି-ବିଜେଡି ବିରୋଧରେ ଲଢେଇ ପାଇଁ କଂଗ୍ରେସର ସଜବାଜ । ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଅନ୍ୟ ନେତୃବୃନ୍ଦ ଉପସ୍ଥିତ । ବାମ ଦଳର ପ୍ରତିନିଧି ଓ ଅନ୍ୟ କେତେକ ଦଳ ସାମିଲ ସୂଚନା । ୨୦୨୪ ନିର୍ବାଚନକୁ ମିଳିତ ଭାବେ ଲଢିବା ପାଇଁ ବିଚାରବିମର୍ଶ । ୨୦୨୪ ସାଧାରଣ ନିର୍ବାଚନରେ କିଭଳି ଭାବେ ଦଳ ନିଜର ଭଲ ପ୍ରଦର୍ଶନ କରିବ ସେ ନେଇ ଚାଲିଛି ଅଙ୍କକଷା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଦଳିବ ହେଲଥ୍ କାର୍ଡ ଲୋଗୋ, ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ ; ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଅସୁସ୍ଥ ଥିଲେ ରଥଯାତ୍ରା ଭିଡକୁ ଆସନ୍ତୁ ନାହିଁ –ମନ୍ତ୍ରୀ

ପୁରୀ : ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି...

୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣରେ ସୁଧ ଦେବେନି ଏସଏଚଜି ମହିଳା, ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା, ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା । ପୂର୍ବରୁ ମିଳୁଥିବା ୬ ଲକ୍ଷ ଟଙ୍କା ୧୦ ଲକ୍ଷକୁୁ ବଢିଲା । ସହାୟତା...

Login