ବ୍ୟୁରୋ : ତୁଳସୀ ପତ୍ର ପାଣି ତିଆରି କରିବା ପାଇଁ, ପ୍ରଥମେ ଏକ ପ୍ୟାନରେ ଦୁଇ କପ ପାଣି ଫୁଟାନ୍ତୁ । ଏବେ ଧୋଇଥିବା ତୁଳସୀ ପତ୍ରକୁ ଫୁଟା ପାଣିରେ ମିଶାନ୍ତୁ ଏବଂ ଏହି ପାଣିକୁ ଅତି କମରେ ପାଞ୍ଚ ମିନିଟ୍ ପର୍ୟ୍ୟନ୍ତ ଫୁଟାନ୍ତୁ । ଏବେ ଏହି ପାଣିକୁ ଏକ କପରେ ଛାଣି ସେଥିରେ କିଛି ମହୁ ମିଶାନ୍ତୁ ଏବଂ ଏହାକୁ ଆପଣଙ୍କର ପ୍ରତିଦିନ ଡାଏଟ ପ୍ଲାନର ଏକ ଅଂଶ କରନ୍ତୁ ।
ଯଦି ଆପଣ ଆପଣଙ୍କ ହାର୍ଟର ସ୍ୱାସ୍ଥ୍ୟକୁ ଭଲ ରଖିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ତୁଳସୀ ପତ୍ର ପାଣି ପିଅନ୍ତୁ । ତୁଳସୀ ପାଣିରେ ମିଳୁଥିବା ସମସ୍ତ ଉପାଦାନ ହୃଦରୋଗର ଆଶଙ୍କାକୁ କମ କରିବାରେ ମଧ୍ୟ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଭଲ ଫଳାଫଳ ପାଇବା ପାଇଁ, ଆପଣ ଖାଲି ପେଟରେ ତୁଳସୀ ପତ୍ର ପାଣି ପିଇବା ଉଚିତ ।
ସାଧାରଣତଃ ଲୋକମାନେ ତୁଳସୀର ବ୍ୟବହାର ଚା’ ଆକାରରେ କରିଥାନ୍ତି, କିନ୍ତୁ ଯଦି ଆପଣ ସକାଳୁ ଉଠି କେବଳ ତୁଳସୀର ପାଣି ସେବନ କରିବେ ତେବେ ଖୁବ୍ ଲାଭ ପାଇପାରିବେ ।
ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଆପଣ ତୁଳସୀ ପତ୍ର ପାଣି ପିଇବା ମଧ୍ୟ ଆରମ୍ଭ କରିପାରିବେ । ତୁଳସୀ ପାଣି ନିୟମିତ ସେବନ କରିବା ଦ୍ୱାରା ଆପଣ ଥଣ୍ଡା ଏବଂ କାଶ ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ଏହା ବ୍ୟତୀତ, ତୁଳସୀ ପାଣି ଆପଣଙ୍କ ଶରୀରକୁ ଭଲ ରଖିବାରେ ମଧ୍ୟ ସହାୟକ ହୋଇଥାଏ ।
ଔଷଧୀୟ ଗୁଣରେ ଭରପୁର ତୁଳସୀ ପତ୍ର ପାଣି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











