ଭୁବନେଶ୍ୱର : ଭୁବନେଶ୍ୱରରେ ଓୟୋ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମିକାର ଓଢଣୀରେ ଝୁଲି ପଡିଲେ ପ୍ରେମିକ । ଖଣ୍ଡଗିରି ଜାଗମରା ଅଂଚଳର ଓୟୋ ରୁମରେ ଘଟିଛି ଘଟଣା । ସାଙ୍ଗଙ୍କ ସହ ଜନ୍ମଦିନ ପାଳନ କରିବାକୁ ଆସିଥିଲେ ପ୍ରେମିକ । ଘଟଣାସ୍ଥଳରେ ପହଁଚି ଖଣ୍ଡଗିରି ଥାନା ପୁଲିସର ତଦନ୍ତ । ସାଙ୍ଗମାନଙ୍କୁ ଅଟକରଖି ପୁଲିସର ପଚରାଉଚରା । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତ ଯୁବକ ହେଲେ ନିଆଳିର ଦୁର୍ଗା ପ୍ରସାଦ … Continue reading ଓୟୋ ରୁମରେ ଝୁଲିପଡିଲେ ପ୍ରେମିକ
Copy and paste this URL into your WordPress site to embed
Copy and paste this code into your site to embed