The Ultimate Managed Hosting Platform
ADVERTISEMENT

ଓଲଟିଲା ବୋଲେରୋ, ୮ ଛାତ୍ରଛାତ୍ରୀ ଆହତ

Facebook
Twitter
LinkedIn

ଉମରକୋଟ: ରାସ୍ତାରେ ଓଲଟିଲା ବୋଲେରୋ । ୮ ଛାତ୍ରଛାତ୍ରୀ ଆହତ । ରାଇଘର ଥାନା ଜାମଦରା ନିକଟରେ ଓଲଟିଲା ବୋଲେରୋ । ଆହତ ଛାତ୍ରୀ ଉମରକୋଟ ମେଡିକାଲରେ ଚିକିତ୍ସାଧୀନ । ସିବିଏସଇ ଦଶମ ପରୀକ୍ଷା ଦେବାକୁ ଯିବା ବେଳେ ଦୁର୍ଘଟଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login