The Ultimate Managed Hosting Platform
ADVERTISEMENT

ଓଲଟିଲା ବସ

Facebook
Twitter
LinkedIn

ଖୋର୍ଦ୍ଧା : ଓଲଟିଗଲା ବସ । ଖୋର୍ଦ୍ଧା –ବଲାଙ୍ଗୀର ଏନଏଚ-୫୭ ସରିଗଣ୍ଡା ଛକରେ ଓଲଟିଲା ବସ । ଟ୍ରକକୁ ଓଭରଟେକ କରିବା ବେଳେ ବିଲ ଭିତରକରୁ ଯାଇ ଓଲଟିଲା । ବସରେ ଥିବା ୧୭ ଯାତ୍ରୀଙ୍କ ମଧ୍ୟରୁ ୧୨ ଆହତ, ୪ ଜଣ ଗୁରୁତର । ଗୁରୁତର ମାନେ ନୟାଗଡ ମେଡିକାଲରେ ଭର୍ତ୍ତି , ଡ୍ରାଇଭର ଫେରାର । ଗୁରୁତର ମାନଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login