The Ultimate Managed Hosting Platform
ADVERTISEMENT

ଓଲଟିଲା ପିକଅପ ଭ୍ୟାନ, ଆହତଙ୍କୁ ନିଜ ଗାଡିରେ ହସ୍ପିଟାଲ ନେଲେ ବିଧାୟକ

Facebook
Twitter
LinkedIn

ନୟାଗଡ : ପିକଅପ ଭ୍ୟାନ ଓଲଟି ୧୦ ଆହତ । ଦଣ୍ଡନାଚ କରିବାକୁ ଦଣ୍ଡୁଆଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଲା । ଏଥିରେ ୧୦ରୁ ଅଧିକ କଳାକାର ଆହତ ହୋଇଛନ୍ତି । ନୟାଗଡ ଜିଲ୍ଲା ଫତେଗଡ ମାଧପୁର ଛକରେ ଦୁର୍ଘଟଣା ଘଟିଛି । ଗତକାଲି ୨୦ରୁ ଅଧିକ କଳାକାର ଦଣ୍ଡନାଚ ପାଇଁପଥର ଚକଡା ଯାଉଥିଲେ । ଦୁର୍ଘଟଣା ସମୟରେ ସେହି ବାଟ ଦେଇ ଯାଉଥିଲେ ଖଣ୍ଡପଡ଼ା ବିଧାୟକ । ଆହତଙ୍କୁ ଉଦ୍ଧାର କରି ବିଧାୟକଙ୍କ ଗାଡିରେ ହସ୍ପିଟାଲ ନିଆଯାଇଥିଲା । ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ADVERTISEMENT
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

Login