The Ultimate Managed Hosting Platform
ADVERTISEMENT

ଓଲଟିଲା ଟ୍ରକ : ଡ୍ରାଇଭର ମୃତ

Facebook
Twitter
LinkedIn

ଆଠଗଡ : ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ଟ୍ରକ । ନୂଆ ଆଙ୍କୁଲା ଛକ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା । ଡ୍ରାଇଭର ମୃତ୍ୟୁ ବରଣ କରିଥିବା ବେଳେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login