The Ultimate Managed Hosting Platform
ADVERTISEMENT

ଓଲଟିଲା ଟିପ୍ପର , ୫ ମୃତ

Facebook
Twitter
LinkedIn

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୫ ମୃତ । ହନ୍ତାଳଗୁଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟିପର । ଟିପ୍ପରରେ ଲୁହାଛଡ ଓ ସିମେଣ୍ଟ ଯାଉଥିଲା । ଆହତ ଶ୍ରମିକଙ୍କୁ ବଡପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବିଏସଏଫ୍ ଯବାନ୍ ଉଦ୍ଧାର କାର୍ୟ୍ୟରେ ଲାଗିଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login