The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର, ୪ ଗୁରୁତର

Facebook
Twitter
LinkedIn

ଗୁଣୁପୁର : ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର । ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଗୁଲୁମୁଣ୍ଡା ପାକା ନିକଟରେ ଘଟିଛି ଦୁର୍ଘଟଣା । ଇଟା ବୋଝେଇ ଟ୍ରାକ୍ଟର ଓଲଟି ୩ ଜଣ ଶ୍ରମିକଙ୍କ ଜୀବନଯାଇଛି । ଦ୍ରୁତ ଗତିରେ ଯାଉଥିବା ଟ୍ରାକ୍ଟର ରାସ୍ତାକଡ଼ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଇଟା ଧରି ଗୁଲୁମୁଣ୍ଡା ପାକା ନିକଟ ଇଟା ଫ୍ୟାକ୍ଟ୍ରିରୁ ଇଟା ବୋଝେଇ କରି ଗୁଣୁପୁର ଅଭିମୁଖ ଯାଉଥିଲା। ଦୁର୍ଘଟଣାରେ ୪ ଗୁରୁତର ରହିଥିବା ସୁଚନା ମିଳିଛି। ମୃତ ଶ୍ରମିକମାନେ ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି। ସମସ୍ତ ଶ୍ରମିକ ଗୁଣୁପୁର ବ୍ଲକ୍ ଅମ୍ପରା ଗ୍ରାମର ବୋଲି ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପହଲଗାମ ଆକ୍ରମଣ ପରେ ବଡ ନିଷ୍ପତ୍ତି, ୪୮ ରିସୋର୍ଟ ବନ୍ଦ

ପହଲଗାମ ଆକ୍ରମଣ ପରେ ବଡ ନିଷ୍ପତ୍ତି, ୪୮ ରିସୋର୍ଟ ବନ୍ଦ

ଜମ୍ମୁ : ଜମ୍ମୁକଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଗୁଇନ୍ଦା ସଂସ୍ଥାଗୁଡ଼ିକର ଚେତାବନୀ ପରେ ୪୮ଟି ରିସୋର୍ଟ ଓ ପର୍ୟ୍ୟଟନସ୍ଥଳୀ ବନ୍ଦ କରିଦିଆଯାଇଛି । ପହଲଗାମ...

ଓଏସଏସସି ପରୀକ୍ଷାରେ ବ୍ୟାପକ ତ୍ରୁଟି, ୧୫୦ ମାର୍କରୁ ବାହାରୁ ଆସିଛି ୧୨୦ ମାର୍କ

ଓଏସଏସସି ପରୀକ୍ଷାରେ ବ୍ୟାପକ ତ୍ରୁଟି, ୧୫୦ ମାର୍କରୁ ବାହାରୁ ଆସିଛି ୧୨୦ ମାର୍କ

ଭୁବନେଶ୍ୱର : କେତେବେଳେ ପ୍ରଶ୍ନପତ୍ର ଲିକ, କେତେବେଳେ ପରୀକ୍ଷା ସ୍ଥଗିତ । ଆଉ କେତେବେଳେ ବର୍ଷ ବର୍ଷ ଧରି ପ୍ରମୁଖ ପରୀକ୍ଷାର ଫଳ ବାହାରୁନି । ଏବେ...

ADVERTISEMENT