The Ultimate Managed Hosting Platform
ADVERTISEMENT

ଓଲଟିଲା ଅତିରିକ୍ତ ଏସପିଙ୍କ ଗାଡି

Facebook
Twitter
LinkedIn

ଭଞ୍ଜନଗର : ଗଛକୁ ପିଟି ଓଲଟି ପଡିଲା ଅତିରିକ୍ତ ଏସପିଙ୍କ ଗାଡି । ଏସପି ଓ ତାଙ୍କ ପତ୍ନୀଙ୍କ ସହ ୪ ଆହତ , ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । କଟକରୁ ଫେରିବା ବେଳେ ଶାଳୁଆପଲି ଗାଁ ନିକଟରେ ଦୁର୍ଘଟଣା । ସ୍ତ୍ରୀ ଓ ଶାଶୁଙ୍କ ସହ ଭଞ୍ଜନଗର ଫେରୁଥିଲେ । ସ୍ଥାନୀୟବାସିନ୍ଦା ସମସ୍ତଙ୍କୁ ଉଦ୍ଧାର କର୍ି ଭଞ୍ଜନଗର ମେଡିକାଲ ପଠାଇଥିଲେ । ପରେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କୌଣସି କାମରେ ନିଜ ପୈତୃକ ଘର ବାଲେଶ୍ଵର ଯାଇ ଭଞ୍ଜନଗର ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login