The Ultimate Managed Hosting Platform
ADVERTISEMENT

ଓଲଟିପଡିଲା ଟୁରିଷ୍ଟ ଗାଡି , ୭ ଆହତ

Facebook
Twitter
LinkedIn

ସମ୍ବଲପୁର : ପୋଲକୁ ଧକ୍କା ଦେଇ ଓଲଟିପଡିଲା ଟୁରିଷ୍ଟ ଗାଡି । ରେଢାଖୋଲ ରାସ୍ତା କଁସର ନିକଟରେ ଦୁର୍ଘଟଣା । ୭ ଜଣ ଆହତଙ୍କୁ ସଦର ବୁର୍ଲା ହସ୍ପିଟାଲରେ ଭର୍ତ୍ତି । ଭୁବନେଶ୍ୱର ସମ୍ବଲପୁର ଯିବା ବେଳେ ଦୁର୍ଘଟଣା । କଂସର ନିକଟରେ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ିଯାଇଥିଲା । ଗାଡିରେ ଶିଶୁ, ମହିଳା ଓ ବୃଦ୍ଧ ଥିଲେ । ସମସ୍ତ ଆହତଙ୍କୁ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login