The Ultimate Managed Hosting Platform
ADVERTISEMENT

ଓଡିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ଯଦୁପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ରକ୍ତରଅଭାବ ପୂରଣ କରିବାକୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁର ଏକ ଭିନ୍ନ ପଦକ୍ଷେପ । ଯୁବଶକ୍ତିଙ୍କୁ ଏକାଠି କରି ଆୟୋଜନ କରୁଛି ରକ୍ତଦାନ ଶିବିର । ତେଣୁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆଜି ରକ୍ତ ଦାନ ଶିବିର ଡୁମଡୁମା ଯଦୁପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୦ରୁ ଅଧିକ ବ୍ୟକ୍ତି ଯୋଗଦାନ କରି ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ ଯେଉଁଥିରୁ ୧୦୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା । ସକାଳ ୯ଟାରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଦିନ ୩ଟା ଯାଏଁ ଚାଲିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login