ଭୁବନେଶ୍ୱର : ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୈାସୁମୀ ବାୟୁ । ମାଲକାନଗିରି , କୋରାପୁଟ , ଗଜପତି ଜିଲ୍ଲା ଛୁଇଁଲା ମୈାସୁମୀ । ଆଗାମୀ ୨ ଦିନ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବ । ମୈାସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ଦୁଇ ଦିନ ଭିତରେ ସାରା ରାଜ୍ୟରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ । ଏହା ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ବିଶେଷ କରି ଉପକୂଳ ଓଡିଶାରେ … Continue reading ଓଡିଶା ଛୁଇଁଲା ମୈାସୁମୀ
Copy and paste this URL into your WordPress site to embed
Copy and paste this code into your site to embed