“ଓଡିଶାରେ ଶାସନ ବ୍ୟବସ୍ଥା ହାଇଜାକ”
ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତେର୍ଚ୍ଛା ବାଣ । ଓଡିଶାରେ ଶାସନ ବ୍ୟବସ୍ଥା ହାଇଜାକ ହୋଇଛି କହିଲେ ଅପରାଜିତା । ପ୍ରେସମିଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଡା ମନ୍ତବ୍ୟ । ଜଣେ ସଚିବ ସ୍ତରୀୟ ଅଧିକାରୀ ଶାସନ ବ୍ୟବସ୍ଥା ହାଇଜାକ କରିଛନ୍ତି । ଲୋକ ଯାହାକୁ ଆସ୍ଥା କରିଥିିଲେ ସେ ଲୋକ ପ୍ରତିନିଧି ଦିଶୁନାହାନ୍ତି । ଓଙ୍ଗିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି । ଅନ୍ୟ ରାଜ୍ୟରେ ବି କଥା ହେଲେଣି … Continue reading “ଓଡିଶାରେ ଶାସନ ବ୍ୟବସ୍ଥା ହାଇଜାକ”
Copy and paste this URL into your WordPress site to embed
Copy and paste this code into your site to embed