The Ultimate Managed Hosting Platform
ADVERTISEMENT

ଓଡିଶାରେ ପିସିସିର ନୂଆ ପ୍ରଭାରୀ ଅଜୟ କୁମାର, ବାହାର ଲୋକଙ୍କୁ ହଟାଅ ପାଇଁ ଦେଲେ ନାରା

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ପିସିସି ନୂଆ ପ୍ରଭାରୀ ଅଜୟ କୁମାରଙ୍କ ରାଲି । ଏୟାରପୋର୍ଟରେ ପହଁଚିବା ପରେ କଂଗ୍ରେସ ଭବନ ଅଭିମୁଖେ ରାଲି । ଏୟାରପୋର୍ଟରେ ପହଁଚିବା ପରେ କଂଗ୍ରେସ ଭବନ ଅଭିମୁଖେ ରାଲି । ରାଲିରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅଜୟ କୁମାର । ବାହାର ଲୋକ ଓଡିଶା ଚଳାଉଛନ୍ତି କହିଲେ ଅଜୟ । ବାହାର ଲୋକଙ୍କୁ ହଟାଅ, ଓଡିଶା ବଞ୍ଚାଅ ନାରା ଦେଲେ । ଓଡିଆଙ୍କ ପାଇଁ ଓଡିଶା, ବାହାର ଲୋକଙ୍କୁ ହଟାଅ । ପ୍ରତ୍ୟେକ ଓଡିଶାବାସୀ ଏହା ହିଁ ଚାହୁଁଛନ୍ତି । ବିଜେପି-ବିଜେଡି ଏକ । ଓଡିଶାରେ ଇଡି , ସିବିଆଇ ରେଡ କାହିଁକି ହେଉନି । ଲୋକ କଂଗ୍ରେସକୁ ପସନ୍ଦ କରୁଛନ୍ତି , ଆମକୁ ଆମ ଶକ୍ତି ଜାଣିବାକୁ ହେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login