The Ultimate Managed Hosting Platform
ADVERTISEMENT

ଓଡିଶାରେ ପିଟିଏନ ଚାଲିଛି -ଅଜୟ କୁମାର

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶାରେ ପିଟିଏନ ଚାଲିଥିବା କହିଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏଠି ପାଣ୍ଡିଆନ ତାମିଲନାଡୁ ଚାଲିଛି , ବନ୍ଦ କରିବାକୁ ହେବ । ପେଟିଏମ ଯେମିତି ବନ୍ଦ ହୋଇଛି , ପିଟିଏନ ବି ବନ୍ଦ ହେବ କହିଲେ । ପିଟିଏନ ବନ୍ଦ ହେବା ଓଡିଶା ଲୋକଙ୍କ ହାତରେ ଅଛି । ବାହାର ଲୋକଙ୍କ ଠିକାଦାରୀ ମିଳୁଛି ଓଡିଶାରୁ ଦାଦନ ଖଟିବାକୁ ଯାଉଛନ୍ତି । ନିଜ ଅସ୍ମିତା କଥା ଓଡିଶାବାସୀ ଭାବିବା ଉଚିତ । ବିଜୁବାବୁଙ୍କ ଫଟୋ ହଟିକି ପାଣ୍ଡିଆନଙ୍କ ଲାଗୁଛି , ଖରାପ ଲାଗିବା କଥା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login