The Ultimate Managed Hosting Platform
ADVERTISEMENT

ଓଡିଶାରେ ଗୁମାସ୍ତା ଶାସନ-ନରସିଂହ

Facebook
Twitter
LinkedIn

ଭୁବନେଶ୍ୱର : ସୈାମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ଓଡିଶାରେ ବିପର୍ଯ୍ୟସ୍ତ ସ୍ଥିତି , ଗୁମାସ୍ତା ଶାସନ ଚାଲିଛି । ଏକଛତ୍ରବାଦ ଶାସନ ପାଇଁ ଲୋକେ ଭୋଟ ଦେଇ ନ ଥିଲେ । ତଥ୍ୟ ଭିତ୍ତିକ ସମାଲୋଚନା ଲାଗି ସମସ୍ତଙ୍କର ଅଧିକାର ରହିଛି । ବ୍ଲାକମେଲ ଶବ୍ଦ ଯିଏ ବ୍ୟବହାର କରୁଛନ୍ତି , ସେ ଡିକ୍ସନାରୀ ଦେଖନ୍ତୁ । ଦଳରେ କାହାକୁ ରଖିବେ କାହାକୁ କାଢିବେ ତାଙ୍କ ଦଳ ଉପରେ ନିର୍ଭର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login