The Ultimate Managed Hosting Platform
ADVERTISEMENT

ଓଡିଶାରେ କାଶ୍ମୀର ଆତଙ୍କୀ, ଗିରଫ କଲା ଏସଟିଏଫ

Facebook
Twitter
LinkedIn

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ କାଶ୍ମୀରର ସନ୍ଦୀଗ୍ଧ ଆତଙ୍କୀ । ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଗିରଫ କଲା ଏସଟିଏଫ । ଠକେଇ ଓ ଦେଶ ବିରୋଧୀ ତଥ୍ୟ ସହ ଲିଙ୍କ ଅଭିଯୋଗରେ ଗିରଫ । ଅଭିଯୁକ୍ତଠାରୁ ଶହେରୁ ଉଦ୍ଧ୍ୱର୍ ଡକାୁମେଣ୍ଟ ଜବତ କଲା ଏସଟିଏଫ । ନିଜକୁ ପିଏମଓ ଅଧିକାରୀ , ଏନଆଇଏ ଅଧିକାରୀଙ୍କ ନିକଟତମ କହୁଥିଲା । ଅଭିଯୁକ୍ତ ବୁଖାରୀ ୬-୭ ଜଣ ଯୁବତୀଙ୍କୁ ବିବାହ କରିଥିବା ସୂଚନା । କାଶ୍ମୀର, ୟୁପି, ମହାରାଷ୍ଟ୍ର ଓ ଓଡିଶାର ଯୁବତୀଙ୍କୁ ବାହା ହୋଇଥିଲା ।ବିଭିନ୍ନ ୱେବ ସାଇଟ ଓ ଆପରେ ମଧ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲା । କେରଳର କିଛି ସନ୍ଦିଗ୍ଧ ଓ ପାକିସ୍ତାନୀଙ୍କ ସହ ବି ଯୋଗାଯୋଗରେ ଥିଲା । ଠକେଇ ମାମଲାରେ କାଶ୍ମୀର ପୋଲିସର ୱାଣ୍ଟେଡ ତାଲିକାରେ ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login