The Ultimate Managed Hosting Platform
ADVERTISEMENT

ଓଡିଆ ଅଭିନେତା ଅଶ୍ରୁମୋଚନଙ୍କ କାର ଦୁର୍ଘଟଣାଗ୍ରସ୍ତ

Facebook
Twitter
LinkedIn

ଭୁବନେଶ୍ୱର : ଅଭିନେତା ଅଶ୍ରୁମୋଚନଙ୍କ କାର ଦୁର୍ଘଟଣାଗ୍ରସ୍ତ । ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା କାର । କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ ଖସିପଡିଲା କାର । ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା । ସୁଟିଂ ସାରି କାରରେ ଫେରୁଥିବା ବେଳେ ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସିପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login