The Ultimate Managed Hosting Platform
ADVERTISEMENT

ଓଡ଼ିଆ ସିନେ ଜଗତରେ ଶୋକର ଛାୟା, ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କର ହୃଦଘାତରେ ପରଲୋକ

Facebook
Twitter
LinkedIn

ଭୁବନେଶ୍ୱର : ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି | ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କର ହୃଦଘାତରେ ପରଲୋକ ଘଟିଛି | ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୮ ବର୍ଷ ହୋଇଥିଲା | ଏବଂ ସେ ଓଡ଼ିଆ ସିନେ ଜଗତରେ କ୍ରାନ୍ତିଧାରା ଓ ଟେଲିଫିଲ୍ମ ପ୍ରାୟଶ୍ଚିତରେ ମନଲୋଭା ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ଏକ ଅତି ପ୍ରିୟ ଅଭିନେତା ହୋଇପାରିଥିଲେ | ଏବଂ ଏହା ବ୍ୟତୀତ ସେ ଅନେକ ଓଡ଼ିଆ ସିନେମା ଓ ଧାରାବାହିକରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଥିଲେ ଓଡ଼ିଆ ସିନେ ଜଗତରେ |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login