The Ultimate Managed Hosting Platform
ADVERTISEMENT

ଓଟିଇଟି ପରୀକ୍ଷା ବାତିଲ : ୬ ଅଧିକାରୀଙ୍କ ବଦଳି

Facebook
Twitter
LinkedIn

କଟକ : ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୋର୍ଡ କାର୍ଯ୍ୟାଳୟର ଅତିରିତ୍ତ ସମ୍ପାଦକଙ୍କ ସମେତ ୬ ଅଧିକାରୀ ବଦଳି । ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ବଦଳି ହେଲେ ୬ ଅଧିକାରୀ । ଜୁଲାଇ ୨୦ରେ ହେବାକୁ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘୋଷଣା କରାଯାଇଥିଲା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ଈଝଋ)ଙ୍କୁ ଏହା ପରିଚାଳିତ ହେଉଥିଲା । କିନ୍ତୁ ପରୀକ୍ଷାର କିଛି ଘଣ୍ଟା ପୂର୍ବରୁ ହିଁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଯାହା ଫଳରେ ବାଧ୍ୟ ହୋଇ ରାତି ଅଧରେ ପରୀକ୍ଷା ସ୍ଥଗିତ ରଖାଯିବା ନେଇ ବୋର୍ଡ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login