The Ultimate Managed Hosting Platform
ADVERTISEMENT

ଓଟିଇଟି କେଳେଙ୍କାରୀ ; ଗୁମର ଖୋଲିଲା

Facebook
Twitter
LinkedIn

ଭୁବନେଶ୍ୱର : ଓଟିଇଟି ପ୍ରଶ୍ନ ପତ୍ର ଲିକ ମାମଲାରେ ସତ ମାନିଲେ ଜିତନ ମହାରଣା, ବିଜୟ ମିଶ୍ର । ରିମାଣ୍ଡରେ ଆସିଥିବା ଜିତନ ମହାରଣା ଓ ବିଜୟ ମିଶ୍ର ମାନିଲେ ସତ । ଡ୍ରାଇଭର ଜରିଆରେ କଟକରୁ ନୟାଗଡକୁ ପେନଡ୍ରାଇଭରେ ପ୍ରଶ୍ନପତ୍ର ନେଇଥିଲେ । ପେନ ଡ୍ରାଇଭ ସହ ହାର୍ଡ କପିକୁ ଏକ ବନ୍ଦ ଲଫାଫା ଭିତରେ ନେଇଥିଲେ । ସେଠାରେ ବିଜୟ ମିଶ୍ରଙ୍କ ଭାଇକୁ ଦିଆଯାଇଥିଲା ପେନଡ୍ରାଇଭ ସହ ହାର୍ଡକପି । ପରେ ଏହା ରାୟଗଡା ଆମ୍ବଦଳାକୁ ନେଇ ପ୍ରଶ୍ନପତ୍ର ହାତରେ ଲେଖାଯାଇଥିଲା । ବିଜୟ ମିଶ୍ରଙ୍କ ଡ୍ରାଇଭର ସହ ତାଙ୍କ ଭାଇଙ୍କୁ ମଧ୍ୟ ପଚରାଉଚରା ଜାରି । ଗିରଫ ଅଭିଯୁକ୍ତ ବିରୋଧରେ ପ୍ରମାଣ ମିଳିଥିବା ନେଇ କ୍ରାଇମବ୍ରାଞ୍ଚର ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login