The Ultimate Managed Hosting Platform
ADVERTISEMENT

ଓଟିଇଟି କେଳେଙ୍କାରୀ ; ଆଉ ୨ ରିମାଣ୍ଡରେ ଯିବେ

Facebook
Twitter
LinkedIn

ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ରିମାଣ୍ଡରେ ଯିବେ ଆଉ ୨ ଅଭିଯୁକ୍ତ । ଆଉ ୨ ଅଭିଯୁକ୍ତଙ୍କୁ ଦିନକ ପାଇଁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ସନାତନ ବିଷୋୟୀ, ରାମଜୀ ପ୍ରସାଦ ଗୁପ୍ତାଙ୍କୁ ରିମାଣ୍ଡରେ ନେବ । ୨ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଦିନକ ପାଇଁ ରିମାଣ୍ଡ ଅନୁମତି ଦେଲେ କଟକ ଜେଏମଏଫସି-୩ । ପୂର୍ବରୁ ବିଜୟ ମିଶ୍ର, ଜିତନ ମହାରଣାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚା

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login