ବ୍ୟୁରୋ : ଓଜନ କମାଇବା ପାଇଁ ନିଜ ଡାଏଟ ଲିଷ୍ଟରେ ସାଲାଡ଼କୁ ପ୍ରଧାନ ଖାଦ୍ୟ ଭାବେ ବ୍ୟବହାର କରାଯାଉଛି । ସାଲାଡ଼ ଅନେକ ପ୍ରକାରର ରହିଛି । ପ୍ରତ୍ୟେକ ସାଲାଡରେ ବିଶେଷ ଗୁଣ ମଧ୍ୟ ରହିଥାଏ । କେଉଁ ସାଲାଡ଼ ଖାଇବା ଦ୍ୱାରା କେଉଁ କେଉଁ ଉପକାର ମିଳିଥାଏ , ତାହା ଆସନ୍ତୁ ଜାଣିବା ।
ଓଜନ କମାଇବାର ଯାତ୍ରାକୁ ଶୀଘ୍ର ସଫଳ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଲି ପେଟରେ ସକାଳେ ଖାଇବା ଦ୍ୱାରା ଶରୀରରେ ଭଲ ପ୍ରଭାବ ପକାଇଥାଏ । ଏହାକୁ ସିଝାଇ ନଚେତ କଞ୍ଚା ଭାବେ ଖାଇପାରିବେ , ତାହା ଆପଣଙ୍କ ଉପରେ ନିର୍ଭର କରେ ।
ଏହା ପ୍ରୋଟିନ ଏବଂ ଫାଇବରରେ ଭରପୁର । ଏହାର ପ୍ରସ୍ତୁତି ପାଇଁ ଚଣାକୁ ୬ ରୁ ୭ ଘଣ୍ଟା ଯାଏଁ ପାଣିରେ ପ୍ରଥମେ ଭିଜାଇ ତାକୁ ସିଝାଇଦେବେ । ସିଝିବା ପରେ ସେଥିରେ ପିଆଜ, ବିଲାତି,କାକୁଡି ,ଚାଟ ମସଲା ,ବ୍ଲାକସ୍ଲଟ ପକାଇ ଖାଇ ପାରିବେ । ଏଥି ସହ ଏହାର ଟେଷ୍ଟ ଯେତିକି ଭଲ ହୋଇଥାଏ, ସେତିକି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ ।
ବ୍ରୋକୋଲି ସାଲାଡ୍ ମଧ୍ୟ ଓଜନ କମ୍ କରାଇବାରେ ସାହାଯ୍ୟ କରିଥାଏ । ବ୍ରୋକଲି କୁ ପ୍ରଥମେ ସିଝାଇ ସେଥିରେ ପନିର, ପିଆଜ,କାକୁଡି,ଟମାଟର ପକେଇ ସବୁକୁ ମିକ୍ସ କରି ପ୍ରତିଦିନ ସେବନ କରନ୍ତୁ ।ତେବେ ଯଦି ଆପଣ ନିଜର ଓଜନକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ ଏହି ଟିପ୍ସକୁ ନିଶ୍ଚିତ୍ ଫଲୋ କରନ୍ତୁ ।
ଓଜନ କମ କରିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ସାଲାଡ

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...