ବ୍ୟୁରୋ : ସୁସ୍ଥ ରହିଲେ ସିନା ମଣିଷ ସବୁ କାର୍ୟ୍ୟ କରିବ । ହେଲେ ଆଜିକାଲିର ଯେଉଁ ସବୁ ସମସ୍ୟା ଉପୁଜୁଛି, ସେଥିପାଇଁ ଲୋକମାନେ ଅନେକ ରୋଗରେ ଶିକାର ମଧ୍ୟ ହେଉଛିନ୍ତି । ଆପଣ ନିଶ୍ଚୟ ଶୁଣିଥିବେ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ସମ୍ପତ୍ତି । କାରଣ ଯଦି ସ୍ୱାସ୍ଥ୍ୟ ଭଲ ନାହିଁ, ତେବେ ଦୁନିଆର କୌଣସି ଜିନିଷର କିଛି ବି ଅର୍ଥ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଜୁସ୍ ବିଷୟରେ କହିବୁ ଯାହାକୁ ପିଇଲେ ଆପଣ ସମ୍ପୁର୍ଣ୍ଣ ସୁସ୍ଥ ରହିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଜୁସର ନାମ କ’ଣ?
ଯଦି ଆପଣ ନିଜର ଓଜନ ବଢ଼ଇବାକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ କୋଟିଏ କପ୍ କଳା ଅଙ୍ଗୁର, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମହୁ ଖାଆନ୍ତୁ । ପ୍ରଥମେ କଳା ଅଙ୍ଗୁରକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତା’ପରେ ଗ୍ରାଇଣ୍ଡ କରି ଏକ ଜୁସ୍ ପ୍ରସ୍ତୁତ କରନ୍ତୁ । ଶେଷରେ ସେହି ଜୁସରେ ଲେମ୍ବୁ ରସ ଏବଂ ମହୁ ମିଶ୍ରଣ କରି ପିଅନ୍ତୁ । ଦେଖିବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ଓଜନ କମ୍ ହେବାକୁ ଲାଗିବ ।
କଳା ଅଙ୍ଗୁର, ଲେମ୍ବୁ ରସ ଏବଂ ମହୁ, ଏହି ତିନୋଟି ଜିନିଷରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ୱ ଆପଣଙ୍କ ଶରୀରର ମେଟାବୋଲିଜିମ୍ ବୃଦ୍ଧି କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଯଦି ଆପଣ ଆପଣଙ୍କର ବର୍ଦ୍ଧିତ ଓଜନକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ଆପଣ ଆପଣଙ୍କ ଡାଏଟ୍ ଯୋଜନାରେ କଳା ଅଙ୍ଗୁର ରସକୁ ସାମିଲ କରିବା ଉଚିତ । ଆପଣ ମାତ୍ର ଗୋଟିଏ ମାସ ମଧ୍ୟରେ ଆପେ ଆପେ ସକାରାତ୍ମକ ପ୍ରଭାବ ଦେଖିବା ଆରମ୍ଭ କରିବେ ।
ଓଜନ କମ କରିବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ଜୁସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











