The Ultimate Managed Hosting Platform
ADVERTISEMENT

ଏୟାରଲିଫ୍ଟ ହେବେ ପ୍ରସନ୍ନ, ସମ୍ବଲପୁରରୁ ଭୁବନେଶ୍ୱରକୁ ହେବେ ସ୍ଥାନାନ୍ତର

Facebook
Twitter
LinkedIn

ଭୁବନେଶ୍ୱର : ଆଉ କିଛି ସମୟ ଭିତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟଙ୍କୁ କରାଯିବ ଏୟାରଲିଫ୍ଟ । ସମ୍ବଲପୁରରୁ ଭୁବନେଶ୍ୱର ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଏୟାରଲିଫ୍ଟ କରାଯିବ । ଦୁର୍ଘଟଣାର ଶିକାର ହେବା ପରେ ଗୁରୁତର ହୋଇ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ହେଉଛନ୍ତି ଚିକିତ୍ସିତ । ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଝାରସୁଗୁଡାରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର ଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବରଗଡ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ବିଜୁ ଜନତା ଦଳର ଏହି ହେଭିୱେଟ୍ ନେତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login