ଏହି କାରଣରୁ କମ୍ପ୍ୟୁଟର କିବୋର୍ଡର ‘ଏଫ’ ଆଉ ‘ଜେ’ ଲେଟର ଉପରେ ଗାର ଚିହ୍ନ ରହିଥାଏ….

ବ୍ୟୁରୋ : ଟେକ୍ନୋଲୋଜି ଅପଡେଟ୍ ହେଉଛି, ଏହା ସହିତ ଆମର ଗ୍ୟାଜେଟ୍ ମଧ୍ୟ ପରିବର୍ତ୍ତନ ହେଉଛି । କିନ୍ତୁ ଏପରି କିଛି ଜିନିଷ ଅଛି ଯାହାକୁ ବଦଳାଇବା ସହଜ ନୁହେଁ, କାରଣ ସେମାନଙ୍କ ବିକଳ୍ପ ପାଇବା ସହଜ ନୁହେଁ । ଆଜି ଆମେ ଆପଣଙ୍କୁ କମ୍ପ୍ୟୁଟର ସହିତ ଜଡିତ ଏପରି ଏକ ତଥ୍ୟ କହିବାକୁ ଯାଉଛୁ । ଯାହା ଆପଣ ନିଶ୍ଚିତ ଭାବରେ କମ୍ପ୍ୟୁଟରରେ ବହୁତ ଦେଖିଥିବେ କିନ୍ତୁ କେବେବି ଏଥିପ୍ରତି ଧ୍ୟାନ ଦେଇନାହାଁନ୍ତି । ଏହି … Continue reading ଏହି କାରଣରୁ କମ୍ପ୍ୟୁଟର କିବୋର୍ଡର ‘ଏଫ’ ଆଉ ‘ଜେ’ ଲେଟର ଉପରେ ଗାର ଚିହ୍ନ ରହିଥାଏ….