The Ultimate Managed Hosting Platform
ADVERTISEMENT

ଏସଟିଏଫ କବ୍ଚାରେ ବାଘ ଛାଲ ବେପାରୀ

Facebook
Twitter
LinkedIn

ବୌଦ୍ଧ : ଗ୍ରାହକ ବେଶରେ ମାଡିବସିଲା । ଏସଟିଏଫ କବ୍ଜାରେ ବାଘ ଛାଲ ବେପାରୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରୁ ଏକ କଲରାପତାରିଆ ବାଘ ଛାଲ, ଗୋଟିଏ କୁଟୁରା ଓ ଗୋଟିଏ ହରିଣ ଚମଡା ଜବତ କରିଛି। ଚୋରା କାରବାର ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଫ। ଖବର ଅନୁଯାୟୀ, ବୌଦ୍ଧ ହରଭଙ୍ଗାରେ ବାଘ ଛାଲ ଓ ହରିଣ ଛାଲ ବିକ୍ରି ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ କୁ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଗ୍ରାକ ବେଶରେ ଯାଇ ମିଳିତ ଭାବେ ମାଡିବସିଥିଲା ଏସଟିଏଫ ଓ ବନବିଭାଗ। ଘଟଣାର ଅଧିକ ଖୋଳତାଡ ଜାରି ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login