The Ultimate Managed Hosting Platform
ADVERTISEMENT

ଏଲଓସିରେ ପାକ ସେନାର ଫାୟାରିଂ, ଭାରତର ପାଲଟା ଜବାବ

Facebook
Twitter
LinkedIn

ନୂଆଦିଲ୍ଲୀ : ଏଲଓସିରେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ । ପାକ ସେନାକୁ ଜବାବ ଦେଲା ଭାରତୀୟ ସେନା । ଉଭୟ ପକ୍ଷରୁ ଜାରି ରହିଛି ଗୁଳି ବିନିମୟ । ଗତକାଲି ରାତିରୁ ଆଶନ୍ତ ହୋଇ ଉଠିଛି ଏଲଓସି । ଶିମଲା ଚୁକ୍ତିରୁ ପାକିସ୍ତାନ ଓହରି ଯିବାକୁ ଗତକାଲି ଘୋଷଣା କରିଥିଲା। ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଜୁଲାଇ ୨, ୧୯୭୨ରେ ସିମଲା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ସିମଲା ଚୁକ୍ତି ଅନୁସାରେ ଉଭୟ ଭାରତ ଓ ପାକିସ୍ତାନ ଦୁଇ ଦେଶର ସୀମାକୁ ନୂଆ ନାଁ ଅର୍ଥାତ୍ ଲାଇନ୍ ଅଫ କଣ୍ଟ୍ରୋଲ ବା ଏଲଓସି ଭାବେ ସ୍ୱୀକାର କରିଥିଲେ । ଏହି ଚୁକ୍ତିକୁ ପାକିସ୍ତାନ ବାତିଲ କରିଛି । ଅର୍ଥାତ ଏଲଓସି ମାନ୍ୟତାକୁ ଏବେ ଅସ୍ବୀକାର କରିବ ପାକିସ୍ତାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login