The Ultimate Managed Hosting Platform
ADVERTISEMENT

ଏମିତି ବି ଆସେ ମୃତ୍ୟୁ, ଗାଡି ବ୍ୟାକ ବେଳେ ଚଢିଗଲା ବୋଲେରୋ

Facebook
Twitter
LinkedIn

କୋଇଡା: ଗାଡି ବ୍ୟାକ କଲା ବେଳେ ଚଢିଗଲା ବୋଲେରୋ ଗାଡି । ବ୍ୟକ୍ତିଙ୍କର ଚାଲିଗଲା ଜୀବନ । ନୂଆଗାଁ ନାଳରେ ଜଣେ ବ୍ୟକ୍ତିଙ୍କ ଉପରେ ଚଢିଗଲା ବୋଲେରୋ । ନୂଆଗାଁ ନାଳରେ ଜଣେ ବ୍ୟକ୍ତିଙ୍କ ଉପରେ ଚଢିଗଲା ବୋଲେରୋ । କେନାଲରେ ଗାଡି ଧୋଇ ବୋଲେରୋ ବ୍ୟାକ କରିଥିଲେ ଡ୍ରାଇଭର । ବ୍ୟାକ ବେଳେ ପଛରେ ଥିବା ବ୍ୟକ୍ତିଙ୍କ ଉପରେ ଚଢିଗଲା ବୋଲେରୋ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login