The Ultimate Managed Hosting Platform
ADVERTISEMENT

ଏମକେସିଜି ରାଗିଂ: ୪ ଜଣଙ୍କୁ କ୍ୟାମ୍ପସ ମନା

Facebook
Twitter
LinkedIn

ବ୍ରହ୍ମପୁର : ଏମକେସିଜି ରାଗିଂ ଘଟଣାରେ ୪ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୪ ଡାକ୍ତରୀ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ମନା ନେଇ ଡିନ ଇନଚାର୍ଜଙ୍କ ସୂଚନା । ମାଡ ମାରିଥିବା ୨ ଛାତ୍ରଙ୍କୁ ୨ ମିାସ ପାଇଁ କଲେଜ କ୍ୟାମ୍ପସ ମନା । ଲିଫ୍ଟ ଦେଇଥିବା ୨ ଛାତ୍ରଙ୍କୁ ସପ୍ତାହେ ପାଇଁ କଲେଜ କ୍ୟାମ୍ପସକୁ ବାରଣ । ଗତ ୧୨ରେ ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login