The Ultimate Managed Hosting Platform
ADVERTISEMENT

ଏମକେସିଜି ମେଡିକାଲ କଲେଜରୁ ୪ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର

Facebook
Twitter
LinkedIn

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜ ମେଡିକାଲ କଲେଜର ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଜଣେ ପିଜି ଛାତ୍ରଙ୍କୁ ମାଡ଼ ଘଟଣାରେ ଏହି କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛନ୍ତି କର୍ତ୍ତୃପକ୍ଷ। ଚାକିରିରୁ ବହିଷ୍କୃତ ହୋଇଥିବା ୪ ଡାକ୍ତରଙ୍କ ମଧ୍ୟରେ ଅଛନ୍ତି ଜଣେ ସହକାରୀ ପ୍ରଫେସର ଓ ୩ ଜଣ ସିନିୟର ରେସିଡେଣ୍ଟ ଡାକ୍ତର। ଜଣେ ପିଜି ଛାତ୍ରଙ୍କୁ ୬ ମାସ ହଷ୍ଟେଲ ଆସିବାକୁ ମଧ୍ୟ ମନା କରାଯାଇଛି। ଗତ ୨୦ ତାରିଖରେ ୩ ନମ୍ବର ହଷ୍ଟେଲରେ ଏହି ଗଣ୍ଡଗୋଳ ହୋଇଥିଲା। ଶିଶୁ ବିଭାଗର ଜଣେ ପିଜି ଛାତ୍ରଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଥିଲା। ତେଣୁ ଏହି କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯାଇଥିବାର ସୂଚନା ଦେଇଛନ୍ତି ଡିନ୍ ସୁଚିତ୍ରା ଦାଶ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login