The Ultimate Managed Hosting Platform
ADVERTISEMENT

ଏଫଏମ୍ ମେଡିକାଲରେ ଏସି ସର୍ଟ ସର୍କିଟରୁ ନିଆଁ

Facebook
Twitter
LinkedIn

ବାଲେଶ୍ୱର : ଏଫଏମ ମେଡିକାଲର କଲେଜରେ ଏସି ସର୍ଟ ସର୍କିଟରୁ ନିଆଁ । ମେଡିସିନ ବ୍ୱାର୍ଡର ଷ୍ଟାଫ ବସୁଥିବା ପ୍ରଥମ ମହଲାର ଏକ ରୁମରେ ଲାଗିଥିବା ଏସିରେ ନିଆଁ । ପ୍ରବଳ ପୋଡ଼ାଗନ୍ଧ ଫଳରେ ହସ୍ପିଟାଲର କେମୋ ୱାର୍ଡରେ ଚିକିତ୍ସିତ ରୋଗୀ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଅଗ୍ନିଶମ କର୍ମଚାରୀ ପହଁଚିବା ପୂର୍ବରୁ ଆୟତ୍ତ କଲେ କର୍ମଚାରୀ । କେମୋ ୱାର୍ଡ ବାହାରେ ଲାଗିଥିବା ଏସି କମ୍ପ୍ରେସରରେ ନିଆଁ ଲାଗିଯାଇଥିବା ଜଣାପଡିଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login