ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୭ ତାରିଖରେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ । ଏ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ହୋଇଛି। ଚିଠି କରିଛନ୍ତି ରାଜ୍ୟ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ମାନେ ଏଆରଓ ମାନଙ୍କ ତାଲିକା ସହ ଫୋନ ନମ୍ବର ଏବଂ ଠିକଣା ଦାଖଲ କରିବେ। ଜିପି-ୟୁଏଲବି ୱାର୍ଡ ସଭାପତି, ବ୍ଳକ / ୟୁଏଲବି ସଭାପତି ମାନଙ୍କ ଫୋନ ନମ୍ବର ଏବଂ ଠିକଣା ଦାଖଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି।
Views: 22