The Ultimate Managed Hosting Platform
ADVERTISEMENT

ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ

Facebook
Twitter
LinkedIn

ମାଲକାନାଗିରି : ଦୁଇ ମହିଳା ମାଓବାଦୀ ମୃତ। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ।ଛତିଶଗଡ଼ ସୀମାନ୍ତ ସୁକମାରେ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରୁ ବନ୍ଧୁକ, ମାଓ ସାମଗ୍ରୀ ଓ ବିପୁଳ ପରିମାଣର ବିଷ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login