The Ultimate Managed Hosting Platform
ADVERTISEMENT

ଏଥର ବଢିବ ରାତି ତାପମାତ୍ରା, ୫ ଦିନ ଯାଏଁ ଜାରି ରହିବ ସ୍ଥିତି

Facebook
Twitter
LinkedIn

ଭୁବନେଶ୍ୱର : ଦିନର ତାପମାତ୍ରା ବଢ଼ିଚାଲିଥିବା ବେଳେ ଏବେ ରାତିର ବି ତାପମାତ୍ରା ବଢ଼ିବ । ଏବେ ଗରମ ହେବ ରାତି । ଗତକାଲି ଚଳିତବର୍ଷ ପ୍ରଥମ ଥର ପାଇଁ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିରେ ବି ଅଧିକ ଗରମ ହେଉଛି । ସ୍ୱାଭାବିକ ଠାରୁ ରାତି ତାପମାତ୍ରା ୫ ଡିଗ୍ରୀରୁ ଅଧିକ ରହୁଛି । ଆହୁରି ୫ ଦିନ ପର୍ୟ୍ୟନ୍ତ ଏଭଳି ଗରମ ବୃଦ୍ଧି ପାଇବ ବୋଲି ଆଂଚଳିକ ପାଣିପାଗ ବିଭାଗ କହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login