ଭୁବନେଶ୍ୱର : ଏଥର ନୂଆବର୍ଷରେ ଫୁଲତୋଡା ବଦଳରେ ଦିଅନ୍ତୁ ଗଛଚାରା ଉପହାର । ରାଜ୍ୟବାସୀଙ୍କ ଉଦେ୍ଦଶ୍ୟରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଫୁଲତୋଡା ବଦଳରେ ଗଛଚାରା ଉପହାର ଦେବାକୁ । କାରଣ ଚାରା ପରିବେଶକୁ ସୁରକ୍ଷା ଦେବ । ଏହି ଉପହାର ଜଳବାୟୁକୁ ସରଂକ୍ଷଣ କରିବା ସହିତ ପରିବେଶ ଉପଯୋଗୀ ସାବ୍ୟସ୍କ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
Views: 70











