The Ultimate Managed Hosting Platform
ADVERTISEMENT

ଏଥର ଦିଲ୍ଲୀରେ ‘ସବୁଜ’ ଦୀପାବଳି

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ଅନୁମତି । ଅସ୍ଥାୟୀ ଭାବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେଲେ । ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ରି ହେବ । ରାତି ୮ରୁ ୧୦ ଯାଏଁ ବାଣ ଫୁଟାଇ ପାରିବେ । ନିୟମ ଉଲ୍ଲଘଂନ କଲେ ପ୍ରଶାସନ ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅକ୍ଟୋବର ୧୮ ରୁ ୨୦ ମଧ୍ୟରେ ସବୁଜ ବାଣ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି । ସେହିପରି ଦୀପାବଳି ପୂର୍ବ ଦିନ ଏବଂ ଦୀପାବଳି ଦିନ ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ପର୍ୟ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯିବ । କେବଳ ଛଜ କୋଡ୍ ଥିବା ଅନୁମତିପ୍ରାପ୍ତ ବାଣ ଯେପରି ବିକ୍ରି ହୁଏ, ତା ଉପରେ ନଜର ରଖିବା ପାଇଁ ପୋଲିସ କର୍ତ୍ତୃପକ୍ଷଙ୍କୁ ପାଟ୍ରୋଲିଂ ଟିମ୍ ଗଠନ କରିବାକୁ ପଡିବ । ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନୋଟିସ୍ ଜାରି କରାଯିବ ଏବଂ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ । ଖଣ୍ଡପୀଠ କହିଛନ୍ତି ଯେ, ଇ-କମର୍ସ ୱେବସାଇଟରୁ କୌଣସି ବାଣ ଯୋଗାଇ ଦିଆଯିବ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ଡିଇଓ

ବେଗୁନିଆ : ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପାରେଟର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲର ଡାଟା ଏଣ୍ଟ୍ରି ଅପାରେଟର ସ୍ମୃତି ଜୟସିଂହଙ୍କୁ ଧରିଛି ଭିଜିଲାନ୍ସ ।...

ADVERTISEMENT

Login