The Ultimate Managed Hosting Platform
ADVERTISEMENT

ଏଣିକି ଫ୍ଲାଇଟ ଟିକେଟ କ୍ୟାନସଲ କଲେ କଟିବନି ଟଙ୍କା

Facebook
Twitter
LinkedIn

ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଥର ଫ୍ଲାଇଟ ଟିକେଟ କ୍ୟାନସେଲ କଲେ କଟିବନି ଟଙ୍କା । କୌଣସି ଯାତ୍ରୀ ୪୮ ଘଣ୍ଟା ମଧ୍ୟରେ ଟିକେଟ କ୍ୟାନସେଲ କଲେ କିମ୍ବା ଯାତ୍ରା ତାରିଖ ବଦଳାଇଲେ ଲାଗିବନି କୌଣସି ଅତିରିକ୍ତ ଶୁଳ୍କ । ଏନେଇ ନୂଆ ପ୍ରସ୍ତାବ ଦେଇଛି ଡିଜିସିଏ । ନୂଆ ଗାଇଡଲାଇନ ଆଧାରରେ ରିଫଣ୍ଡ ଟଙ୍କା ଜଲଦି ପୈଠ କରିବାକୁ ମଧ୍ୟ କୁହାଯାଇଛି । ପୂର୍ବରୁ ଟିକେଟ ବୁକିଂ ପରେ ଟ୍ରାଭେଲ ପ୍ଲାନ ବଦଳିଲେ କ୍ୟାନସେଲେସନ ଚାର୍ଜ ଯାତ୍ରୀଙ୍କ ପକେଟକୁ ବାଧୁଥିଲା । ଏହି ନୂଆ ନିୟମ ଲାଗୁ ହେଲେ ଯାତ୍ରୀଙ୍କୁ ବଡ଼ ଆଶ୍ବସ୍ତି ମିଳିପାରେ । ଡିଡିସିଏ କହିଛି, ଯାତ୍ରୀଙ୍କୁ ନିଜ ତ୍ରୁଟି ସୁଧାରିବାକୁ କିମ୍ବା ଯୋଜନା ବଦଳାଇବାକୁ ଗୋଟିଏ ମୌକା ଦେବା ଦରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login