The Ultimate Managed Hosting Platform
ADVERTISEMENT

ଏଣିକି ଡାକ ବିଭାଗରେ ବ୍ୟବହାର ହେବ ନୂଆ ସଫ୍ଟୱେର, ଶନିବାର ବନ୍ଦ ରହିବ ଡାକଘର

Facebook
Twitter
LinkedIn

ଭୁବନେଶ୍ୱର : ଡାକ ବିଭାଗରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ଏସ୍ଏପି ସଫ୍ଟୱେର୍ ବଦଳରେ ନିଜସ୍ବ ନିର୍ମିତ ଏପିଟି-୨.୦ ସଫ୍ଟୱେର୍ ପ୍ରଚଳିତ ହେବାକୁ ଯାଉଛି । ଏହି ସଫ୍ଟୱେର୍କୁ ଭୁବନେଶ୍ଵର ଡାକମଣ୍ଡଳ ତଥା ଖୋର୍ଦ୍ଧା ଜିଲ୍ଲା ଅଧୀନସ୍ଥ ସମସ୍ତ ଡାକଘରେ ଆସନ୍ତା ମାସରୁ ପ୍ରଚଳନ କରିବାକୁ ବିଭାଗ ସ୍ଥିର କରିଛି । ଏନେଇ ଭୁବନେଶ୍ଵର ଡାକମଣ୍ଡଳର ସମସ୍ତ ପ୍ରାକ୍ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଗଷ୍ଟ ୪ତାରିଖରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସମସ୍ତ ଡାକଘରେ ଏପିଟି-୨.୦ ସଫ୍ଟୱେର୍ କାର୍ୟ୍ୟକ୍ଷମ ହେବ । ଏଣୁ ବୈଷୟିକ କାରଣ ଲାଗି ଅଗଷ୍ଟ ୨ତାରିଖ(ଶନିବାର ଦିନ) ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ବର ଡାକମଣ୍ଡଳ ଅନ୍ତର୍ଗତ ସମସ୍ତ ଡାକଘର ବନ୍ଦ ରହିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login