The Ultimate Managed Hosting Platform
ADVERTISEMENT

ଏକାଠି ହେଲେ ଉଦ୍ଧବ ଓ ରାଜ ଠାକରେ

Facebook
Twitter
LinkedIn

ମୁମ୍ବାଇ : ବିଏମସି ନିର୍ବାଚନରେ ଏକାଠି ଲଢିବାକୁ ଉଦ୍ଧବ ଓ ରାଜ ଠାକରେଙ୍କ ଘୋଷଣା । ଏମଏନଏସ ଓ ଶିବସେନା(ୟୁବିଟି) ଏକାଠି ଲଢିବାକୁ ଘୋଷଣା । ମିଳିତ ଭାବେ ଗୋଟିଏ ମଞ୍ଚରେ ଘୋଷଣା କଲେ ଦୁଇ ଭାଇ ଉଦ୍ଧବ ଓ ରାଜ । ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ସ୍ଥାନୀୟ ନିର୍ବାଚନରେ ଶୋଚନୀୟ ପରାଜୟ ପରେ, ବିରୋଧୀ ଦଳଗୁଡ଼ିକ ବିଏମସି ନିର୍ବାଚନରେ ସକ୍ରିୟ ହୋଇ ଉଠିଛନ୍ତି । ଆଉ ଏହାସହିତ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ବିଏମସି ସମେତ ମହାରାଷ୍ଟ୍ରର ୨୯ଟି ନଗର ନିଗମରେ ଏକାଠି ହୋଇ ନିର୍ବାଚନ ଲଢ଼ିବାକୁ ମନ ସ୍ଥିର କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login