ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା । ପ୍ରଧାନମନ୍ତ୍ରୀଙ୍କ ସହ କୈାଣସି ରାଜନୈତିକ ଆଲୋଚନା ହୋଇନି । ଆଗାମୀ ନିର୍ବାଚନରେ ଏକାକୀ ଲଢିବେ କି ପ୍ରଶ୍ନରେ ଉତ୍ତର । ସର୍ବଦା ଏହା ଆମର ମୁଖ୍ୟ ନୀତି ରହି ଆସିଛି କହିଲେ ମୁଖ୍ୟମନ୍ତ୍ରୀ । ତୃତୀୟ ସାମ୍ମୁଖ୍ୟରେ ମୁଁ ନାହିଁ କହିଲେ ମୁଖ୍ୟମନ୍ତ୍ରୀ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନେଇ ଆଲୋଚନା ହୋଇଛି । ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଗଲାଣି । ସେଥିପାଇଁ ଶ୍ରୀ ଜଗନ୍ନାଥ ଏୟାରପୋର୍ଟ ପାଇଁ ଆଲୋଚନା ହୋଇଛି ।
Views: 76